ଭୁବନେଶ୍ୱର, ବିଜେଡି – ବିଜେପି ଏକ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି ଅଭିଯୋଗ କରିଛନ୍ତି । ବିଧାନସଭା ସ୍ଥଗିତ ହେବା ପରେ ଶ୍ରୀ ବାହିନୀପତି ଗୃହ ବାହାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଥିଲା । ଶିକ୍ଷକଙ୍କ ସମସ୍ୟା ଠୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା । ଆଲୋଚନା ହୋଇଥିଲେ ସରକାରଙ୍କ ଦୋଷ ଦୁର୍ବଳତା ପଦାରେ ପଡ଼ିଯିବ ବୋଲି ଉଭୟ ବିଜେଡି ବିଜେପି ମିଶି ଗୃହକୁ ଅଚଳ କରୁଛନ୍ତି ।
Related Stories
December 21, 2024