
ନୂଆଦିଲ୍ଲୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ରେଟର ନୋଏଡାରେ ଉତର ପ୍ରଦେଶର ପ୍ରଥମ ଅନ୍ତ୍ରରାଷ୍ଟ୍ରୀୟ ବ୍ୟାପାର ସୋ ର ଉଦ୍ଘାଟନ କରିବେ । ରାଷ୍ଟ୍ରପତି ଭବନ ଫକ୍ଷରୁ ବୁଧବାର ଦିନ ଗୋଟିଏ ବାର୍ତା ଜାରି କରି ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ପ୍ରଥମ ଅନ୍ତ୍ରରାଷ୍ଟ୍ରୀୟ ବ୍ୟାପାର ସୋ ର ଉଦ୍ଘାଟନ କରିବା ପାଇଁ ସେ ଆଜି ୨୧ ତାରିଖରେ ଗ୍ରେଟର ନୋଏଡାରେ ପହଂଚିବେ ।