ଜୟପୁର , ଜୟପୁର ଘାଟିରେ ଖସୁଛି ପଥର । ପ୍ରବଳ ବର୍ଷା ହେବାରୁ ଘାଟିରୁ ପଥର ଖସୁଛି । ପଥର ଖିବାରୁ କାହାର କିଛି କ୍ଷତି ହୋଇ ନାହିଁ । କନ୍ତୁ ସତର୍କ ହୋଇ ଗାଡି ଚଲାଇବାକୁ ପରାମର୍ଶ ଦିଆଯାଇଛି । ଘାଟିରେ ପଥର ଖସିବା ସମ୍ଭାବନା ରହିଛି । ତେଣୁ ଜାତୀୟ ରାଜ ପଥ ବିଭାଗ ଓ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି ।
Related Stories
December 21, 2024