ଖୋର୍ଦ୍ଧା, ଖୋର୍ଦ୍ଧା ବରୁଣେଇ ପାଦଦେଶରେ ଥିବା ଶିଳ୍ପାଚଂଳରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମ୍ ରେ ପାଳନ ହେଉଛି ବିଶ୍ଵକର୍ମା ପୂଜା । ଶିଳ୍ପାଚଂଳରେ ମୋଟ୍ ୪୫ରୁ ଉର୍ଦ୍ଧ୍ଵ ଛୋଟ ବଡ ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ଵକର୍ମା । ପ୍ରତ୍ୟେକ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ମଣ୍ଡପକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ବିଶ୍ଵକର୍ମାଙ୍କ ଦର୍ଶନ ଓ ମଣ୍ଡପର ସାଜସଜ୍ଜା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ମାନଙ୍କ ସମାଗମ ହୋଇଛି । ଏଥିପାଇଁ ଚଳଚଂଚଳ ହୋଇଉଠିଛି ସମଗ୍ର ଶିଳ୍ପାଚଂଳ ।
Related Stories
November 22, 2024