ଭୁବନେଶ୍ୱର, ବାଚସ୍ପତି ନିର୍ବାଚନ ଦିନକ ପାଇଁ ଘୁଂଚା ଯାଇଛି । ୨୧ ତାରିଖ ବଦଳରେ ୨୨ ତାରିଖ ସକାଳ ୯.୩୦ ରେ ହେବ ନିର୍ବାଚନ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଂଚା ଯାଇଥିବା ସୂଚନା ମିଳିଛି ।