ଭୁବନେଶ୍ୱର, ଡରାଉଛି ଜଳକା । ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳ । ମଥାନୀରେ ବିପଦସଙ୍କେତ ୫.୫୦ ମିଟର ରହିଥିବା ବେଳେ ସକାଳ ୮ଟା ସୁଦ୍ଧା ୬.୪୫ ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି ୦.୦୨ମିଟର ଜଳ ସ୍ତର ବୃଦ୍ଧି ପାଉଛି। ନଦୀର ଉପର ମୁଣ୍ଡ ମୟୁରଭଞ୍ଜରେ ବର୍ଷା ଲାଗି ରହିଥିବାରୁ ନଦୀରେ ପାଣି ବଡିବା ସହିତ ବନ୍ୟା ଆଶଙ୍କା ଦେଖାଦେଇଛି ।
Related Stories
December 21, 2024