ଭୁବନେଶ୍ୱର, ଶିକ୍ଷକଙ୍କୁ ଭେଟିବ ବିଜେପି ବିଧାୟକ ଦଳ । ଏନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଭୁଶୁଡିଲାଣି ଶିକ୍ଷା ବ୍ୟବସ୍ଥା । ଓଡ଼ିଶା ସରକାର ଓଡ଼ିଆ ଶିକ୍ଷାକୁ ବିପର୍ଯ୍ୟସ୍ତ କରିସାରିଲେଣି । ଏପରିକି ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ବି ଶୁଣୁନାହାନ୍ତି ରାଜ୍ୟ ସରକାର । ଦେଶର ଭବିଷ୍ୟତ ତିଆରି କରୁଥିବା ଶିକ୍ଷକମାନଙ୍କ ପାଇଁ ବିଚାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ।
Related Stories
December 21, 2024