ଭୁବନେଶ୍ୱର, ଦେଶର ନାଁ ଇଣ୍ଡିଆ ନା ଭାରତ ସେନେଇ ବିଜେଡିର ଷ୍ଟାଣ୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଏହା କହିଛନ୍ତି । ଇଣ୍ଡିଆ, ଭାରତ ସମ୍ବିଧାନର ଯେଉଁ ସମୟରେ ଲେଖା ଯାଇଥିଲା, ସେତେବେଳେ ଭିନ୍ନ ଅବସ୍ଥା ଥିଲା । ବର୍ତମାନ ଅବସ୍ଥା ବଦଳିବା ପରେ ଅନେକ କଥା ପରିବର୍ତନ ଆସିଛି । ଏବଂ ତାକୁ ନେଇ ଯେଉଁମାନେ ରାଜନୈତିକ ପ୍ରସଙ୍ଗ କରୁଛନ୍ତି, ତାହା ଆଦୌ ହେବା ଉଚିତ ନୁହେଁ । ଏ ନେଇ ଭାରତ ବର୍ଷରେ ଏକ ସହମତି ହେବା ଆବଶ୍ୟକ । ସହମତି ଭିତିକ ନାମ ଯେଉଁ ଅଛି, ସମ୍ବିଧାନ ସମ୍ପର୍କିତ ଅନ୍ୟାନ୍ୟ କଥା ଅଛି । ସମସ୍ତଙ୍କର ସହମତି ମିଳିଲେ ଏହା କାର୍ଯ୍ୟକାରୀ ହୋଇଯିବ ।
Related Stories
November 21, 2024
November 21, 2024