
ଭୁବନେଶ୍ୱର, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ରାଷ୍ଟ୍ରୁପତି ଦ୍ରୌପଦୀ ମୁର୍ମୁ ।
ସେ ଟ୍ୱିଟ କରି କହିଛନ୍ତି, ସେ ଓଡିଶା ବିଧାନସଭାର ବାଚସ୍ପତି ଓ ରାଜ୍ୟରେ ମନ୍ତ୍ରୀ ଭାବେ କାମ କରି ଲୋକ ମାନଙ୍କର ସଦିଚ୍ଛା ହାସଲ କରିଥିଲେ ଓ ଓଡିଶାର ବିକାଶରେ ଯୋଗଦାନ ଦେଇଥିଲେ । ତାଙ୍କର ପରଲୋକ ଖବର ଶୁଣି ମୁଁ ଦୁଃଖିତ ।