କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀର ପୂର୍ବତନ ବିଧାୟକ ଉମା ବଲ୍ଳଭ ରଥ ଜୀ ବେଦାନ୍ତ ଜମିକୁ ଫେରାଇ ଆଣିବା ପାଇଁ ଦୀର୍ଘ ବର୍ଷ ଧରି ସଂଗ୍ରାମ କରିବା ପରେ ସୁପ୍ରିମକୋର୍ଟରେ ସଫଳତା ପାଇଥିଲେ |ନାଓମି ସମ୍ମିଳନୀ ହଲରେ ବେଦାନ୍ତ ବିରୋଧୀ ସଂଗଠନର ସ୍ୱତନ୍ତ୍ର ବୈଠକରେ ଉପସ୍ଥିତ ଥିଲେ। ସଂଘର୍ଷ ସମିତି ସମେତ ପୁରୀର ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା |
Related Stories
November 21, 2024
November 21, 2024