ଭୁବନେଶ୍ୱର, ରାଜ୍ୟର 5ଟି ସଚିବ ଅଫିସିଆଲ କାମ କରୁଛନ୍ତି ବୋଲି କହି ବିଜେଡି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ଙ୍କ ଅଭିଯୋଗ ର ଜବାବ ରଖିଛି।
ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଅଞ୍ଚଳ ରେ ବୁଲୁଛୁ ଲୋକଙ୍କ କଥା ବୁଝୁଛୁ । 5ଟି ସଚିବ ବୁଲି ଗ୍ରୀଭାନ୍ସ କରି ପାରିବେ । ଆଇନ ରେ ଏଥି ପାଇଁ ବ୍ୟବସ୍ଥା ଅଛି ।
ସେ କହିଛନ୍ତି ଯେ. ଲୋକଙ୍କ ଦୁଃଖ ସୁଖ ବୁଝି ସରକାର ଙ୍କୁ ଜଣାଇବାରେ କିଛି ଅସୁବିଧା ନାହିଁ
ନିର୍ବାଚନ ପ୍ରଚାର ର ପ୍ରଶ୍ନ ଉଠୁ ନାହିଁ ସେ ଅଫିସିଆଲ ୱାର୍କ କରୁଛନ୍ତି ।