
ଭୁବନେଶ୍ୱର, କୃଷି ଯନ୍ତ୍ରପାତି ଓ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ର ସିବିଆଇ ତଦନ୍ତ ଓ ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା ପାଇଁ ଓଡିଶା ର ପୂର୍ଣ୍ଣାଙ୍ଗ ଚାଷୀ ତାଲିକା କେନ୍ଦ୍ର କୁ ପ୍ରଦାନ କରିବା ଦାବୀରେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ତରଫରୁ ପାୱାର୍ ହାଉସ୍ ଛକରୁ ଏକ ପଦଯାତ୍ରା ରେ ଜାଇ ଭୁବନେଶ୍ଵର ଏଡିଏମ ଙ୍କୁ ଦାବୀପତ୍ର ଦିଆଯିବ। ବିଜେପି ପକ୍ଷରୁ ଏହି ସୂଚନା ଦିଆଯାଇଛି ।