
ବଲାଙ୍ଗିର , ଖୁଯେନ ପାଲି ରେ ମଦ ଦୋକାନ କୁ ବିରୋଧ କରି ମହିଳାମାନେ ରାସ୍ତା ଅବରୋଧ କରି ନୂତନ କରି ଖୋଲିଥିବା ମଦ ଦୋକାନ ଭିତରୁ ପେଟି ପେଟି ମଦ ଏସ ଏଚ ଜି ମହିଳା ମାନେ ବିରୋଧ କରି ଏଠାରେ ଅନ୍ୟ କିଛି ଶିଳ୍ପ କରାଯାଇ ଗ୍ରାମ ଲୋକଙ୍କୁ ନିଯୁକ୍ତି ସୃଷ୍ଟି କରା ଯିବା କୁ ମହିଲା ମାନେ ଦାବି କହି ଛନ୍ତି। ଭାଟି ନିର୍ମାଣ ବେଳେ ଗ୍ରାମର ମହିଳା ଗ୍ରାମବାସୀ ସରପଞ୍ଚ ଅବକାରୀ ବିଭାଗ ଜିଲ୍ଲା ପ୍ରଶାସନ୍ କୁ ବିରୋଧ କରିଥିଲେ ମଧ୍ୟ ସେମାନଙ୍କ କଥା ବିଚାର କୁ ନିଆ ନିଆଗଲା ନାହିଁ ଓଲଟା ଏକପାଖିଆ ମଞ୍ଜୁରୀ ପ୍ରଦାନ ଦିଆଯାଇଥିଲା। ଗ୍ରାମ ର ମହିଳା ଝିଅ ମାନେ ମଦ୍ୟପ ମାନଙ୍କ ଯୋଗୁ ଭୟଭୀତ ରହୁଛନ୍ତି। ଛୋଟ ପିଲା ମାନେ ମଧ୍ୟ ମଦ୍ୟପ ହୋଇ ଗ୍ରାମରେ ମଦୁଆ ସଂଖ୍ୟା ବୃଦ୍ଧି ପାଉଥିବା ମହିଳା ମାନେ କହିଥିଲେ। ମୁଖ୍ୟ ରାସ୍ତା ଉପରେ ମଦ ପାଉଚ ପକାଇ ରାସ୍ତାରେ ଯାଉଥିବା ଗାଡ଼ି ମାନଙ୍କୁ ଏହା ଉପରେ ମଡାଇବା କୁ କୁହା ଯାଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ଦେଖା ଯାଇଛି।