
ପାରାଦୀପ,ପାରାଦୀପ ବନ୍ଦର ନିସିଦ୍ଧାଚଂଳରେ ବୋଲେରୋକୁ ଧକ୍କା ଦେଇଛି ଏକ ମାଲବାହୀ ଟ୍ରେନ୍ । ଦୁର୍ଘଟଣା ପରେ ଟ୍ରେନ୍ ଟି ବୋଲେରୋଟିକୁ ପ୍ରାୟ ୩୦ ମିଟର ଘୋଷାଡ଼ି ନେଇଥିବା ସୂଚନା ମିଳିଛି । ତେବେ ବୋଲେରୋରେ ଥିବା କର୍ମଚାରୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଛନ୍ତି । ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।