
ଭୁବନେଶ୍ୱର HI-TECH ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମଗିରି ବ୍ଲକ ବଡ଼ବେଣାକୁଦୀ ପଞ୍ଚାୟତ ମାଛିଆ ଦିଆଣ୍ଡି ଗ୍ରାମର ହରିହର ସାହୁ ଏବଂ କୃଷ୍ଣପ୍ରସାଦ ବ୍ଲକ ପଣସପଦା ପଞ୍ଚାୟତ ସିଆରା ଗ୍ରାମର ରାମକୃଷ୍ଣ ବେହେରାଙ୍କୁ ଦେଖା କରି ଡାକ୍ତର ଟିମ୍ ଙ୍କୁ ଉଭୟଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ
ଭୁବନେଶ୍ୱର APOLLO ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ନୂଆପଡ଼ା ପଞ୍ଚାୟତ ନୂଆପଡ଼ା ଗ୍ରାମର ଅନୁସାୟା ବାରିକ୍ ଓ ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ ବେଢାସୁନ୍ଦର ଗ୍ରାମର ଧୁସା ଜେନା ଏବଂ ପୁରୀ ସଦର ବ୍ଲକ ସମଙ୍ଗ ପଞ୍ଚାୟତ କଣ୍ଠପୁର ଗ୍ରାମର ସରୋଜିନୀ ଜେନାଙ୍କୁ ଦେଖା କରି ଡାକ୍ତର ଟିମ୍ ଙ୍କୁ ସମସ୍ତଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା l