
ଭୁବନେଶ୍ୱର, ସମ୍ବଲପୁର ଜିଲ୍ଲାରେ ବୁର୍ଲା ସହର ଗୁଆଲା ପଡ଼ାର ଜଣେ ନାବାଳକ ର ମୃତ ଦେହ ଉଦ୍ଧାର କରାଯାଇଛି । ।ଦୁଇ ଦିନ ପୂର୍ବରୁ ବୁର୍ଲା କେନାଲ ରେ ଗାଧୋଇଥିବା ସମୟରେ କେନାଲ ଭାସି ଯାଇ ନାବାଳକ ନିଖୋଜ ହୋଇଯାଇଥଲା ।ଆଜି ବୁର୍ଲା ଚିପିଲିମା କେନାଲ ନିକଟରେ ଭାସୁଥିବା ଅବସ୍ଥାରେ ମୃତ ଦେହକୁ ବୁର୍ଲା ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି ।