ଭୁବନେଶ୍ୱର, ୫ଟି ସଚିବ ଭି.କେ. ପାଣ୍ଡିଆନ ଙ୍କ ଗସ୍ତକୁ ନେଇ ସାନଖେମୁଣ୍ଡି ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି I ଆଜି ଭି.କେ ପାଣ୍ଡିଆନ ଙ୍କ ଦିଗପହଣ୍ଡି ସାନଖେମୁଣ୍ଡି ଗସ୍ତ ଥିବା ବେଳେ ସାନଖେମୁଣ୍ଡି ଗାନ୍ଧି ଛକ ନିକଟରେ ୩୦ରୁ ଅଧିକ କର୍ମୀ କଳା ପୋଷାକ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି I