ଜୟପୁର, ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ସେ ହେଲା ନାକଟିଗୁଡାର ବୈଶାଖୁ ଭତ୍ରା (୭୦) । ପରିବାର ଆଦାଲତର ସିଆରପିସି ଅନୁଯାୟୀ ନାକଟିଗୁଡାର ବୈଶାଖୁ ଭତ୍ରା (୭୦)କୁ ଗିରଫ କରି କୋର୍ଟଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି ସୂଚନା ଦେଇଛନ୍ତି ।