ଭୁବନେଶ୍ୱର, କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟ ଆଗୁଆ ଜାମିନ ଆବେଦନ ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ତେବେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ଅନ୍ୟପକ୍ଷରେ ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ହୋଇଛି । ହାଇକୋର୍ଟରେ ଅପ୍ ଟୁ ଡେଟ୍ କେସ୍ ଡାଏରୀ ମଧ୍ୟ ଦାଖଲ କରିଛି ପୋଲିସ ।କଟକର ଜଣେ ଯୁବତୀ ସୌରୀନଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କଟକ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।
Related Stories
November 24, 2024
November 24, 2024