ଭୁବନେଶ୍ୱର – କୋଣାର୍କ ବେଳାଭୂମିରେ ଆୟୋଜିତ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ବହୁଳ ଭାବେ ସଫଳତା ପାଇଛି । ୭୦ ପ୍ରତିଶତରୁ ଅଧିକ ବୁକିଂ ହୋଇଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ପର୍ଯ୍ୟଟନ ମାନଙ୍କ ପାଇଁ ସେଠାରେ ସବୁ ବ୍ୟବସ୍ଥା କରାଯାଇଛି । ଟୁରିଷ୍ଟ ପୋଲିସ୍ ସୁରକ୍ଷା ଦାୟିତ୍ୱରେ ରହିଛି । ସ୍ପଟ୍ ଟୁରିଜିମ୍ ଆମର ବଡ ଦାୟିତ୍ୱ । ପର୍ଯ୍ୟଟନ ସ୍ଥଳ ମାନଙ୍କରେ ପୋଲିସ୍ ସଚେତନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Related Stories
November 24, 2024
November 24, 2024