କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ୭୭ ତମ ପୁରୀ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ , ଜିଲ୍ଲା ପ୍ରଶାସନ ଓ ପୁରୀ ସାହିତ୍ୟ ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଦେଶାତ୍ମକବୋଧକ କବିତା ପାଠୋତ୍ସବ ରାଣୀସତୀ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା |କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ଉଦଘାଟନ କରିଥିଲେ |ଅତିଥି ଭାବେ ବିଜୟଲକ୍ଷ୍ମୀ ଦାଶ , ପ୍ରମୋଦା ଦେବୀ , ଡାକ୍ତର ରାନୁ ମିଶ୍ର , ଅନାମ ଚନ୍ଦ୍ର ସାହୁ , ରତିକାନ୍ତ ପ୍ରତିହାରୀ , କ୍ରିଷ୍ଣା ମହାପାତ୍ର , ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ କାର୍ଯ୍ୟକ୍ରମରେ ଶିବ ସୁନ୍ଦର ମିଶ୍ର ଅଧ୍ୟକ୍ଷତା କରିଥିଲେ | ଏହି ଅବସରରେ ପଣ୍ଡିତ ସଦାଶିବ ମିଶ୍ର ,ଅଧ୍ୟାପକ ସହଦେଵ ସାହୁ , ଅଧ୍ୟାପକ ଭାରତୀ ଭୂଷଣ ଦାସ , ଡ. ବଳରାମ ଦାଶ , ଲକ୍ଷ୍ମୀପ୍ରିୟା ମହାନ୍ତି , ଅନ୍ନପୂର୍ଣ୍ଣା ଦେବୀ, ଡ଼ ସସ୍ମିତା ମିଶ୍ର, ହରି ଶଙ୍କର ମିଶ୍ର,କାଶୀନାଥ ଖୁଣ୍ଟିଆ, ବିଶ୍ଵମ୍ବର ସାହୁ, ମିନତୀ ମିଶ୍ର ,ଚାରୁଲତା ମିଶ୍ର , ସୁବାସିନୀ ଧଳ, ବିପିନୀ ଦଳାଇ, ହେମାଙ୍ଗିନୀ ମହାନ୍ତି , ଓ ଯୋଗେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଦେଶାତ୍ମବୋଧ କବିତା ପାଠ କରିଥିଲେ |ଏହି ଅବସରରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ କବି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଥିଲା | ପରିଶେଷରେ ଶିକ୍ଷାବିତ୍ ବିଜୟ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ |
Related Stories
November 23, 2024