ଭୁବନେଶ୍ୱର,ନବୀନ ନିବାସ ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ପରିସରରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହାପରେ ପିଲାଙ୍କୁ ଚକୋଲେଟ୍ ବାଂଟିଥିଲେ ମୁଖ୍ୟମନ୍ତ୍ରୀ ।