ଭୁବନେଶ୍ୱର, ଆଇସିଏଚଆର୍ ପକ୍ଷରୁ ଅଗଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ‘ଭାରତର ବିଭାଜନର କାହାଣୀ ଉପରେ ଆୟୋଜିତ ଏହି ପାଂଚଦିନିଆ ପ୍ରଦର୍ଶନୀ ଗତ କାଲି ଠାରୁ ଆରମ୍ଭ ହୋଇଛି । ଏହା ଦେଖିବାକୁ ପ୍ରବଳ ଭୀଡ ହେଉଛି ।