
ଭୁବନେଶ୍ୱର, ବୈତରଣୀ ନଦୀରେ ବନ୍ୟା ନେଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଧାମନଗର ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୋଡ଼କ ଆଜି ମଧ୍ୟ ବନ୍ଦ, ବୈତରଣୀ ନଦୀର ଆସିଥିବା ବନ୍ୟା ଯୋଗୁଁ ସ୍କୁଲ ଛୋଟି ରଖିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏବେବି ଧାମନଗର ବ୍ଲକର ରେ ବିଭିନ୍ନ ବହୁ ପଞ୍ଚାୟତ ବନ୍ୟା ପାଣି ଉବୁଟୁବୁ ହେଉଛି । ଚଳିତ ବର୍ଷ ବୈତରଣୀ ନଦୀ ର ବନ୍ୟପ୍ରାଣୀ ଧାମନଗର ବ୍ଲକ ୧୬ ଟି ପଞ୍ଚାୟତ ରେ ବନ୍ୟା ପାଣି ପ୍ରବେଶ କରିଥିବା ବେଳେ। ଏବେବି ଧାମନଗର ବ୍ଲକର ତଳିଆ ଅଞ୍ଚଳରେ ପ୍ରାୟ ୮ ଟି ପଞ୍ଚାୟତ ର ବହୁ ଗାଁ ବନ୍ୟା ପାଣିରେ ରହିଛି । ।