ରାଜ୍ୟ ବିଜେପି ଜନଜାତି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ
ଭାରତୀୟ ପାରା ଅଲିମ୍ପିକ୍ସ କମିଟି, ସର୍ବଭାରତୀୟ ବଧିର କ୍ରୀଡା ପରିଷଦ ଓ ‘ସ୍ପେଶାଲ ଅଲିମ୍ପିକ ଭାରତ’ ଆଦି ସଂସ୍ଥାକୁ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ କ୍ରୀଡାବିତ୍ଙ୍କୁ ତାଲିମ ଦେବାକୁ ଯୋଗାଉଛି ର୍ଥିକ ସହାୟତା
ରାଜୁଲକୋଣ୍ଡା ଫାର୍ମ ଜମି ଜବରଦଖଲ ମାମଲାରେ ୩ ଗିରଫ
ବ୍ରହ୍ମଗିରି :ବ୍ରିଜ ଦାବୀ ନେଇ ରାସ୍ତାରୋକ
ବଲାଙ୍ଗିର – ଦୁଇ ଦିନ ହେଲା ଲଗାଣ ବର୍ଷା ଅଜି ଛୁଟି ଘୋଷଣା ହେଲା
ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି.
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦର୍ଲା ବେଡା ରେ ପ୍ରବେଶ ଉତ୍ସବ ଅନୁଷ୍ଠିତ
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ, କୁମ୍ଭାର, କମାର, ପାଇପମିସ୍ତ୍ରୀ ଆଦି ପଚାଶ ବର୍ଗ
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କର ଛୁଟି ରଦ୍ଦ କଲେ ସମ୍ବଲପୁର ଜିଲ୍ଲାପାଳ ଭୁବନେଶ୍ୱର, 2 ଅଗଷ୍ଟ – ,ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ବଲପୁର ଜିଲ୍ଲାପାଳ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କର ସମସ୍ତ ଛୁଟିକୁ ରଦ୍ଦ କରି ଦେଇଛନ୍ତି । ସମସ୍ତଙ୍କୁ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦେଶ ଦିଆଯାଇଛି ।
ବଜ୍ରକାପ୍ତା ଉଦ୍ଧାର, 8 ଗିରଫ
କେନ୍ଦୁଝର : ପଡୁଆ ବାଗଡେଗା ନାଳ ପୋଲ ଧୋଇ ହୋଇ ଗଲା
ପ୍ରବଳ ବର୍ଷା ଯୋଗୁ ନୂଆପଡ଼ା ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ସ୍କୁଲ,କଲେଜ ଓ ଅଙ୍ଗନୱାଡି କେନ୍ଦ୍ରରେ ଛୁଟି
ସାରା ରାଜ୍ୟରେ ପ୍ରବଳ ବର୍ଷା. ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା
ମୟୁରଭଂଜ ଜିଲ୍ଲାର କରଂଜିଆରେ ଦୁଇଟି ପଂଚାୟତର 25ଟି ଗାଁ ବାହ୍ୟଜଗତରୁ ବିଛିନ୍ନ
17 ଜିଲ୍ଲାର ଜିଲ୍ଲାପାଲଙ୍କ ସହ ସ୍ଥିତିର ସମୀକ୍ଷା କଲେ ସ୍ୱତନ୍ତ୍ର ରିଲିଫ କମିଶନର
ମେୱାତ ହିଂସା : ଆହତ ହୋଇଥିବା ବଜରଙ୍ଗ ଦଳର ସଂଯୋଜକ ପ୍ରଦୀପ ଶର୍ମାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
ବିଜେପି ତାର ଲୋକସଭା ସଦସ୍ୟ ମାନଙ୍କୁ ତିନି ଲାଇନର ହ୍ୱିପ ଜାରୀ କଲା
ସ୍ୱର୍ଗଦ୍ୱାରର ହରିଶ୍ଚନ୍ଦ୍ର ସହାୟତା ରାଶି ୪୦୦୦ ଟଙ୍କା କୁ ବୃଦ୍ଧି,
ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ