
ଭୁବନେଶ୍ୱର, କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ବୀରକିଶୋରପୁର ଶୀତଳ ଭଣ୍ଡାର ଠାରେ ୨୦୧୫ ମସିହା ହତ୍ୟାକାଣ୍ଡ ଘଟଣାରେ ଫେରାର ଥିବା ଅଭିଯୁକ୍ତ କୁ ଆଠଗଡ଼ ଚାନ୍ଦବାଲି ଛକ ଠାରୁ ଆଠଗଡ଼ ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମିଲନ ବେହେରା । ଆଠଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ବିଶ୍ବଜିତ ଜେନା ଏହି ସୂଚନା ଦେଇଛନ୍ତି।