
ଭୁବନେଶ୍ୱର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍ ଓ ବ୍ୟାନର ଦେଖିବାକୁ ମିଳିଛି । ଏହି ପୋଷ୍ଟର ଜରିଆରେ ମାଓବାଦୀ ମାନେ ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ୟ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ଵାନ ଦେଇଛନ୍ତି। ସୁରକ୍ଷା ବଳର ଜବାନ ମାନେ ବ୍ୟାନର ପୋଷ୍ଟର ଜବତ କରିବା ସହ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।