ଭୁବନେଶ୍ୱର, ଭଦ୍ରକରେ ପାରିବାରିକ କଳହରୁ ସ୍ୱାମୀକୁ ଛୁରୀରେ ଭୁସି ସ୍ତ୍ରୀ ଓ ପୁଅ ହତ୍ୟା କରିଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଞ୍ଚାୟତ ମହଲା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଏହା ପରେ ଗ୍ରାମବାସୀ ମାନେ .ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଥିବା ଜଣା ପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭଦ୍ରକ ଗ୍ରାମାଂଚଳ ପୋଲିସ ଘଟଣା ସ୍ଥଳରେ ପହଂଚି ପହଞ୍ଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି
Related Stories
November 1, 2024