
ଅନୁଗୁଳ-ଅନୁଗୁଳ ବଜାର ଛକ ଲଷ୍ମୀ ନାରାୟଣ ପୂଜା କମିଟି ବୈଠକ ସ୍ଥାନୀୟ ରାଣୀସତୀ ଦାଦୀ ମନ୍ଦିର ପ୍ରାଙ୍ଗଣରେ ହୋଇ ଯାଇ ଅଛି.ଉକ୍ତ ବୈଠକରେ ବରିଷ୍ଠ ସଦସ୍ୟ ନିଝାର ଅଲ୍ଲୀ ଦାମାନି ବୈଠକରେ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ.ସର୍ବ ସହମତି କ୍ରମେ ବରିଷ୍ଠ ସଦସ୍ୟ ନନ୍ଦୁ ଲାଲ ଅଗ୍ରୱାଲ ସଭା ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ. ସଭାପତି ଙ୍କ ନିର୍ଦେଶ କ୍ରମେ କମିଟି ର ସମ୍ପାଦକ ଚନ୍ଦ୍ର କାନ୍ତ ଧଳ ଆୟ ବ୍ୟୟ ର ବିବରଣୀ ଦେଇ ଥିଲେ.ସର୍ବ ସହମତି କ୍ରମେ ହିସାବକୁ ଅନୁମୋଦନ କରା ଯାଇ ଥିଲା । ବୈଠକରେ ନୂତନ ବର୍ଷ ର କାର୍ଯ୍ୟକ୍ରମ ପାଇଁ ନୂତନ କର୍ମ କର୍ତା ପାଇଁ ପୁରାତନ କର୍ମ କର୍ତା ଙ୍କୁ ପୁନଃ ନିଯୁକ୍ତି କରା ଯାଇ ଥିଲା.ଏହି କ୍ରମରେ ସଭାପତି ସୁଧୀର କୁମାର ସାହୁ,ସାଧାରଣ ସମ୍ପାଦକ ଚନ୍ଦ୍ର କାନ୍ତ ଧଳ,ସହ ସମ୍ପାଦକ କପିଲ ଫୋଗଲା ,ଉପ ସଭାପତି କମଲେଶ ବର୍ମା,ସୁନୀଲ ତୁଳସୀୟାନ ଓ କୋଷାଧ୍ୟକ୍ଷ ପଦରେ