ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଶ୍ରାବଣୀ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ମାନଙ୍କୁ ଗତକାଲି ରାତିରେ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଛି । ସେମାନଙ୍କ ସ୍ଵାସ୍ଥ୍ୟଅବସ୍ଥା ସ୍ଥିର ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ଅସୁସ୍ଥ ମାନେ ହେଲେ ବି. ଅମ୍ବିକା ଦୋରା, ବି. ସହଦେବ ଦୋରା, ବି. ମହେନ୍ଦ୍ର ଦୋରା ଏବଂ ବି. ମାନସ ଦୋରା ।
Related Stories
November 22, 2024