ବଲାଙ୍ଗିର, ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ । ଭିଜିଲାନ୍ସ ଜାଲରେ ଜେଣ୍ଡର କୋର୍ଡିନେଟରର ପୁଷ୍ପାଙ୍ଗିନୀ ଯୋଶୀ । ବଲାଙ୍ଗୀର ଡିପିସି କାର୍ଯ୍ୟାଳୟର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଆଜି ଭିଜିଲାନ୍ସ ଧରିଛି। ଜଣେ ପ୍ରଧାନ ଶିକ୍ଷକଙ୍କ ଠାରୁ ସେ ୩୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ବିନିଯୋଗ ପ୍ରମାଣପତ୍ର ଓ ଏନଓସି ପାଇଁ ଲାଞ୍ଚ ନେଉଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଗିରଫ କରିଛିି। ଏଥିସହ ୩ଟି ସ୍ଥାନରେ ଚଢଉ ଜାରି ରହିଛି ।
Posted by: Desk, Indo Kaling Times
Related Stories
November 22, 2024