
ମାଲକାନଗିରି, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ପଞ୍ଚାୟତ ହଳ ଦିକୁଣ୍ଡ ଗ୍ରାମ ଅଙ୍ଗନ ୱାଡ଼ି କେନ୍ଦ୍ର ପରିସରରେ ପ୍ରବଳ ବର୍ଷା ହେବାରୁ ଗୋଟିଏ ବଡ଼ ଆମ୍ବ ଗଛ ପଢ଼ିଯାଇଥିଲା!ଏ ସମ୍ପର୍କ ରେ ଖବର ପାଇଁ ବର୍ଷା କୁ ଖାତିର ନକରି ତୁରନ୍ତ ଏହାର ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ସାଲିମ ପଞ୍ଚାୟତ ସରପଞ୍ଚ ବନ୍ଧୁ ଭୂମିଆ,ସମିତି ସଭ୍ୟ ତ୍ରିନାଥ ମାଝୀ, ଜୋନ କୋଡ଼ିନେଟର ହୃଦାନନ୍ଦ ସାହୁ ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀ,ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ସହ ପହଞ୍ଚି ତୁରନ୍ତ ସେଠାରୁ ଗଛ ହଟେଇ ବା ପାଇଁ ପଦକ୍ଷେପ ନେଇଥିଲେ! ଗ୍ରାମବାସୀ ଏଭଳି କାର୍ଯ୍ୟ ଦେଖି କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଜଣାଇଲେ l
Posted by: Desk, Indo Kaling Times