ଭୁବନେଶ୍ୱର, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତ୍ତମାନ ପ୍ରତିସେକେଣ୍ଡ ରେ ୧ ଲକ୍ଷ ୩୨ ହଜାର ୫୬୫ କ୍ୟୁସେକ ଜଳ ପ୍ରବେଶ କରୁଛି ।ଏ ନେଇ ଆଗାମୀ ଦିନରେ ବନ୍ୟା ଜଳ ନିଷ୍କାସନ କରାଯିବା ପାଇଁ ଆଜି ନିଷ୍ପତ୍ତି ନିଆଯିବ ବୋଲି ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
Posted by: Desk, Indo Kaling Times
Related Stories
December 28, 2024