ଭୁବନେଶ୍ୱର, ୬ ନମ୍ବର ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଛକ ନିକଟରେ ପୋଲ ଭୁଶୁଡିବା ଘଟଣାକୁ ନିର୍ମାଣାଗତ ତ୍ରୁଟି ବୋଲି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଏହି ପ୍ରସଙ୍ଗରେ ସ୍ପଷ୍ଟିକରଣ ଦେଇ ପ୍ରାଧିକରଣ ପକ୍ଷରୁ ଏହା କୁହାଯାଇଛି ।
ଏନଏଚଏଆଇର ପ୍ରକଳ୍ପ ନିର୍ଦେଶକ ଜେପି ବର୍ମା ଏହାକୁ ନିର୍ମାଣଗତ ତ୍ରୁଟି ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି । ‘ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
Posted by: Desk, Indo Kaling Times
Related Stories
November 23, 2024