ଭୁବନେଶ୍ୱର, ୬ ନମ୍ବର ଜାତୀୟ ରାଜପଥରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଛକ ନିକଟରେ ଥିବା ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଛି। ଏହା ଦ୍ୱାରା ବାଲେଶ୍ବର ଓ ଯାଜପୁରରୁ କଟକକୁ ସଂଯୋଗ କରୁଥିବା ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ଖବର ପାଇ କୁଆଖିଆ ପୁଲିସ ରାସ୍ତାକୁ ସିଲ୍ କରିଥିବା ବେଳେ ଜମା ହୋଇଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରୁଛି।
Posted by: Desk, Indo Kaling Times
Related Stories
November 22, 2024