-
ଭାବିକ ବର୍ଷା ୪୦୪.୩ ମିମି ତୁଳନାରେ ୩୮ ପ୍ରତିଶତ ଅଧିକ
-
ସବୁଠାରୁ କମ୍ ପ୍ରତିଶତ ବର୍ଷା ନବରଙ୍ଗପୁର ଜିଲ୍ଲାରେ ୨୩୫.୬ ମିମି
ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୫୫୮.୬ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ଵାଭାବିକ୍ ବର୍ଷା ୪୦୪.୩ ମିମି ତୁଳନାରେ ୩୮ ପ୍ରତିଶତ ଅଧିକ ରହିଛି ।
ସେହିପରି ସବୁଠାରୁ କମ୍ ପ୍ରତିଶତ ବର୍ଷା ନବରଙ୍ଗପୁର ଜିଲ୍ଲାରେ ୨୩୫.୬ ମି.ମି. ସହ ୫୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times