
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଚଳରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଡେଙ୍ଗାଓସ୍ତା ସ୍ଥିତ ତାଙ୍କ ଘରୋଇ କ୍ଲିନିକ୍ ରୁ ତାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ସେ ନିଜକୁ ଦିଲ୍ଲୀ ଏବଂ ଭୁବନେଶ୍ଵର ଏମ୍ସ ଡାକ୍ତର ଦର୍ଶାଇ ବର୍ଷ ବର୍ଷ ଧରି ସେଠାରେ ରୋଗୀ ସେବା ଚଳାଇ ଆସୁଥିଲେ ।
Posted by: Desk, Indo Kaling Times