ଗଞ୍ଜାମ, ଗଞ୍ଜାମ ଜିଲାର ବିଭିନ୍ନ ଶୈବପୀଠରେ ଶ୍ରାବଣ ମାସର ଆଜି ଦ୍ଵିତୀୟ ସୋମବାରରେ କାଉଡିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଭୋରରୁ ଅପରାହ୍ନ ଯାଏଁ କାଉଡିଆମାନେ ଧାଡିରେ ଯାଇ ଶାନ୍ତିଶୃଙ୍ଖଳାର ସହ ବିଭିନ୍ନ ଶିବାଳୟରେ ଜଳଲାଗି କରିଛନ୍ତି ।
Posted by: Desk, Indo Kaling Times