ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ ୧ ଜୁଲାଇରୁ ୧୬ ଜୁଲାଇ ମଧ୍ୟରେ ୧୨୯.୩ ମି.ମି. ବର୍ଷା ରେକର୍ଡ କରାଯାଇଛି, ଯାହାକି ଏହି ଅବଧି ମଧ୍ୟରେ ସ୍ଵାଭାବିକ ବର୍ଷା ୩୩୯.୯ ମି.ମି. ରହିଥାଏ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times
Related Stories
November 22, 2024