
ଭୁବନେଶ୍ୱର, ଖସି ପଡିଲା ରାମେଶ୍ୱର ମନ୍ଦିରର ଦଧିନଉତି । ଘଡ଼ଘଡ଼ି ଓ ବିଜୁଳି ଯୋଗୁଁ ପୁରୁଣା ଭୁବନେଶ୍ୱର ମାଉସୀମା ମନ୍ଦିର ପରିସରରେ ଥିବା ରାମେଶ୍ୱର ମନ୍ଦିର ଦଧିନଉତି ଭାଙ୍ଗି ଖସି ପଡିଛି । ପ୍ରାୟ ୬୦ ଫୁଟ ତଳକୁ ଖସିଲା ଦଧି ନଉତି ମନ୍ଦିର ପ୍ରାଙ୍ଗଣରେ ପଡିଥିବା ଜଣାପଡିଛି । ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକମାନେ ମନ୍ଦିରରେ ଥିବା ସମୟରେ ଅଘଟଣ ଘଟିଥିଲା ।
Posted by: Desk, Indo Kaling Times