
ସମ୍ବଲପୁର/ଭୁବନେଶ୍ୱର, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା ଗସ୍ତକୁ ବିରୋଧ କରିଛି ବିଜେପି । ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକ ନିକଟରେ ବିଜେପି ନେତା ଓ କର୍ମୀମାନେ କଳା ପୋଷାକ ପିନ୍ଧି ବିରୋଧ କରୁଛନ୍ତି । ନାରାବାଜୀ ସହ ଧାରଣାରେ ବସିଛନ୍ତି ବିଜେପି କର୍ମୀ ।
Posted by: Desk, Indo Kaling Times