
ଗନ୍ଜାମ, ୨୦୨୩-୨୪ରେ ଖରିଫ ଧାନସଂଗ୍ରହ ପାଇଁ ଚଳିତ ମାସ ୧୫ ତାରିଖରୁ ଚାଷୀଙ୍କ ନାମ ପନ୍ଜିକରଣ ଆରମ୍ଭ ହେବ ଏବଂ ଆସନ୍ତା ମାସ ୩୦ ତାରିଖ ଯାଏ ରହିବ। ଚଳିତ ବର୍ଷ ଯେପରି ଅଧିକରୁ ଅଧିକ ଚାଷୀ ପଂଜିକରଣ କରନ୍ତି ଏବଂ ସବୁ ଚାଷୀଙ୍କ ଯେପରି ଧାନକିଣା ଯାଇପାରିବ,ଏଥିପ୍ରତି ଲକ୍ଷ୍ଯ ରଖାଯାଇଛି ବୋଲି ଗଂଜାମ ଜିଲା ମୂଖ୍ଯ ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
Posted by: Desk, Indo Kaling Times