
ଭୁବନେଶ୍ୱର,ଭୁବନେଶ୍ୱର ପଳାଶୁଣିରେ ଖୁବ୍ଶୀଘ୍ର ଆରମ୍ଭ ହେବ ଫୁଟ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି । ୪ବର୍ଷର ବାର୍ଷିକ ରିପୋର୍ଟ ଉପସ୍ଥାପନା ବେଳେ ସାଂସଦ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଗଷ୍ଟ ୧ରୁ ସତସଙ୍ଗ ବିହାରରେ ଫୁଟ୍ ଓଭର ବ୍ରିଜ କାମ ଆରମ୍ଭ ହେବ । ହଂସପାଳ ଫ୍ଲାଏ ଓଭର ୬୫% ସରିଛି, ୩୧ ଡିସେମ୍ବର ସୁଦ୍ଧା କାମ ଶେଷ ହେବ ।
Posted by: Desk, Indo Kaling Times