
ଭୁବନେଶ୍ୱର, ଶ୍ରୀହରିକୋଟାରୁ ଚନ୍ଦ୍ରକୁ ଚନ୍ଦ୍ରଯାନ-୩ର ସଫଳ ଓ ଐତିହାସିକ ଉତକ୍ଷେପଣ ପାଇଁ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାର ଭାରତର ମହାକାଶ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଟୁଇଟ୍ କରିଛନ୍ତି ରାଜ୍ୟପାଳ ।
Posted by: Desk, Indo Kaling Times