
ଭୁବନେଶ୍ଵର, ୧୬ ତାରିଖ ବେଳକୁ ଉତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି । ଫଳରେ ରାଜ୍ୟର କେତେକ ଅଂଚଳରେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ପଛେଇ ଯାଇଥିବା ଚାଷ କାମ ପୁଣି ଥରେ ଅଗ୍ରସର ହେବ ବୋଲି ଆଶା କରାଯାଉଛି ।
Posted by: Desk, Indo Kaling Times