ଭୁବନେଶ୍ୱର, ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣୀ ବେଳେ ମହାନଦୀ ଟ୍ରିବ୍ୟୁନାଲଙ୍କୁ ଓଡିଶା ୪ ସପ୍ତାହ ସମୟ ମାଗିଛି । କମନ ଇନଫର୍ମେସନ ଫର୍ମାଟ ଦାଖଲ ପାଇଁ ଓଡିଶା ଚାରି ମାସ ସମୟ ମାଗିଛି । ଏହି ମାମଲାର ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡିଛି ।
Posted by: Desk, Indo Kaling Times
Related Stories
February 4, 2025