ଭୁବନେଶ୍ଵର, ଚଳିତ ମୌସୁମୀ ଋତୁରେ, ୧ ଜୁଲାଇରୁ ୧୦ ଜୁଲାଇ ମଧ୍ୟରେ ରାଜ୍ୟରେ ହାରାହାରି ବୃଷ୍ଟିପାତ ୬୧.୪ ମି.ମି. ରେକର୍ଡ଼ ହୋଇଛି । ଜୁଲାଇ ମାସର ସ୍ଵାଭାବିକ୍ ବର୍ଷା ୩୩୯.୯ ମି.ମି. ରହିଥାଏ । ସ୍ଵତନ୍ତ୍ର ରିଲିଫ୍ କମିଶନର (ଏସଆରସି) ସୂତ୍ରରୁ ଏହି ସୂଚନା ମିଳିଛି ।
Posted by: Desk, Indo Kaling Times
Related Stories
November 23, 2024
November 23, 2024