ଭୁବନେଶ୍ୱର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୫ ତମ ସ୍ଥାପନା ଦିବସ ଅବସରରେ ଏହାର କାର୍ଯ୍ୟକର୍ତା ମାନଙ୍କୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ଜ୍ଞାନ, ଚରିତ୍ର, ଏକତାର ମନ୍ତ୍ରରେ ଚାଲି ଦେଶ ସେବା ପାଇଁ ସମର୍ପିତ ବିଶ୍ୱର ସବୁଠାରୁ ବଡ ବିଦ୍ୟାର୍ଥୀ ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ଯୁବସାଥୀ ମାନଙ୍କୁ ଶୁଭକାମନା । ଛାତ୍ର ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ ଯୋଡିବା ଓ ନୂଆ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧ କରିବାରେ ପରିଷଦର ଭୂମିକା ଓ ଯୋଗଦାନ ଗୁରୁତ୍ୱପୂର୍ଣ ହେବ ।
Posted by: Desk, Indo Kaling Times