ଭୁବନେଶ୍ୱର. ଏନଆଇଏ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ (ଏଟିଏସ୍) ଶନିବାର ବିଳମ୍ବିତ ରାତ୍ରୀରେ ବହୁଚର୍ଚିତ ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ମୁମ୍ବାଇର ଅଭିଜିତ ସଞ୍ଜୟ ଜୁମ୍ବେରକୁ ଜେରା କରାଯିବ ବୋଲି ସୂଚନା ମିଳିଛି ସଞ୍ଜୟ ଜୁମ୍ବେରକୁ ୪ ଦିନିଆ ରିମାଣ୍ଡରେ ନେଇଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ । ଓଟିପି ସେୟାରିଂ ସମ୍ପର୍କରେ ଆହୁରି ସୂଚନା ମିଳି ପାରିବ ବୋଲି ଆଶା କରାଯାଉଛି ।
Posted by: Desk, Indo Kaling Times
Related Stories
November 23, 2024