ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଠାରେ ସଂକଳ୍ପ ପରିବାର ଦ୍ୱାରା ଗୁରୁ ସମ୍ମାନ ଓ ପ୍ରତିଭାଗୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ତାମିଲନାଡୁର ରାଜ୍ୟପାଳ ଆରଏନ ରବି ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ ସର କାର୍ଯ୍ୟବାହ ଡ. କୃଷ୍ଣଗୋପାଳ ମଧ୍ୟ ଉପସ୍ଥିତ ଥିଲେ ।
Posted by: Desk, Indo Kaling Times